୬ ଘଣ୍ଟାରୁ ଅଧିକ ଖେଳିପାରିବେ ନାହିଁ PUBG

0

( ଭୁବନେଶ୍ୱର / ରିପୋର୍ଟସଟୁଡେ): ଭାରତରେ ଯୁବପିଢ଼ିଙ୍କ ମଧ୍ୟରେ ସୁବୁଠାରୁ ଲୋକପ୍ରିୟ ଅନଲାଇନ ଗେମ୍ PUBGକୁ ନେଇ ବିଗତ କିଛି ଦିନ ହେବ ଅନେକ ଚର୍ଚ୍ଚା ଶୁଣିବାକୁ ମିଳୁଛି। ଏପରିକି ଅନେକ ସ୍ଥାନରେ PUBG
କୁ ବ୍ୟାନ କରିବା ନେଇ ଅନ୍ଦୋଳନ କରାଯାଇଛି। ଏବେ ପର୍ଯ୍ୟନ୍ତ ଗୁଜୁରାତରେ ଏହାକୁ ରଦ୍ଦ କରାଯାଇଛି। ଏପରିକି ପ୍ରତିବନ୍ଧକ ପରେ ଚଟଈଏ ଖେଳିବାକୁ ନେଇ ଗୁଜୁରାତରେ ୧୦ ଜଣଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ଏଣୁ ଏବେ PUBGଗେମ କମ୍ପାନି Tencent Game କହିଛି କି , ସେ ତାଙ୍କ ଖେଳାଳୀ ମାନଙ୍କ ସହ ଠିଆ ରହିଛି। ଖେଳ ଉପରେ ଥିବା କଟକଣାକୁ ହାଟାଇବା ନେଇ ସେ ପୋଲିସ ଅଧିକାରୀଙ୍କ ସହ ଶୀଘ୍ର କଥାବାର୍ତ୍ତା ହେବ।