ମେଜରଙ୍କୁ ମାଡ ଘଟଣା ଧରାହେଲେ ୭ଜଣ ରୋଡ ରୋମିଓ |ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ମାଡ ଘଟଣା ,୭ ଜଣ ରୋଡ୍ ରୋମିଓଙ୍କୁ ଧରିଲା କମିଶନରେଟ ପୋଲିସ |ସିସିଟିଭି ଆଧାରରେ ୭ ଜଣଙ୍କୁ ଧରିଲା କମିଶନରେଟ୍ ପୋଲିସ |ଧରାପଡିଥିବା ୭ଜଣଙ୍କୁ ଚନ୍ଦକା ଥାନାରେ ପଚରାଉଚରା |ରାତିରେ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ଦୁର୍ବ୍ୟବହାର କରିଥିଲେ |ଏନେଇ ଥାନାକୁ ଏତଲା କରିବାକୁ ଆସି ମାଡ ଖାଇଥିଲେ ଉଭୟ