ରାଉରକେଲା; ୧୦ ଜଣ ଆରପିଏଫ ଯବାନ ନିଲମ୍ବିତ । ରାଉରକେଲା ଚକ୍ରଧରପୁର ରେଲୱେ ଡିଭିଜନରେ ୧୦ RPF ଯବାନ ସସପେଣ୍ଡ । କମାଣ୍ଡୋ ତାଲିମ ନେବାକୁ ଯାଇନଥିବାରୁ ନିଲମ୍ବିତ ହୋଇଥିବା ସୂଚନା । ଏହି ୧୦ ଜଣଙ୍କୁ ସିନିଅର ଡିଏସପି କରିଛନ୍ତି ନିଲମ୍ବିତ । ସକାଳ ୧୦ଟା ସମୟରେ ଅଫିସରେ ଉପସ୍ଥିତ ହେବା ସହିତ ବିନା ଅନୁମତିରେ ବାହାରକୁ ନଯିବା ପାଇଁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି ।