କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ରାଜପୁର ଗ୍ରାମ ପଞ୍ଚାୟତର ସୁଧାଂଶୁ ଶେଖର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୧୦୬ ତମ ଶିକ୍ଷା ଚେତନା ଅଭିଯାନ ଓ ପ୍ରଶ୍ନ ମଞ୍ଚ ଆୟୋଜିତ ଅନୁଷ୍ଟିତ ହୋଇଥିଲା । ଏହି ପ୍ରଶ୍ନ ମଞ୍ଚରେ ସମସ୍ତ ଛାତ୍ର, ଛାତ୍ରି ଭାଗନେଇଥିଲେ । କୃତୀ ଛାତ୍ର, ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ ।