ନୂଆଦିଲ୍ଲୀ: ଏସୀୟ କ୍ରୀଡାରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ । ଫାଇନାଲରେ ଶ୍ରୀଲଙ୍କାକୁ ୧୯ରନରେ ହରାଇଥିଲା ଭାରତ । ସ୍ୱର୍ଣ୍ଣ ପଦକ ଜିତିଲା ଭାରତୀୟ ମହିଳା କ୍ରିକେଟର ଟିମ୍ । ଏସୀୟ କ୍ରୀଡାରେ ୧୧ ପଦକ ଜିତି ସାରିଲାଣି ଭାରତ । ବର୍ତ୍ତମାନ ସୁଦ୍ଧା ୨ ଟି ସ୍ୱର୍ଣ୍ଣ, ୩ରୌପ୍ୟ ଓ ୬ବ୍ରୋଞ୍ଜ ପଦକ ହାସଲ ହାତେଇଛି ଭାରତ ।