ରେଲୱ ଷ୍ଟେସନରେ ଯାଞ୍ଚବେଳେ ରେଳ ୱାଗନରୁ ୧୨ଟି ବୋମା ଜବତ

0

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଲୱ ଷ୍ଟେସନରେ ଯାଞ୍ଚବେଳେ ରେଳ ୱାଗନରୁ ୧୨ଟି ବୋମା ଜବତ ହୋଇଥିବା ସୂଚନା ମିଳିଛି । ଜବତ ବୋମା ସଇଁତଳା ଗୋଳାବାରୁଦ କାରଖାନାର ହୋଇଥିବା ଜଣାପଡିଛି । ସଇଁତଳା ଗୋଳାବାରୁଦ କାରଖାନାକୁ ବୋମା ଫେରାଇ ଦିଆଯାଇଥିବା ଷ୍ଟେସନ ମାଷ୍ଟର ସୂଚନା ଦେଇଛନ୍ତି । ରେଳ ୱାଗନକୁ କିଭଳି ବୋମା ଆଣିଲା ଏବଂ କିଏ ବୋମା ଆଣିଥିଲା ତାହାର କାରଣ ଅସ୍ପଷ୍ଟ ରହିଛି ।