୧୪ ଆକ୍ରାନ୍ତ ମୃତ୍ୟୁ ; ୧୪୮୩ କୁ ବୃଦ୍ଧି

0

ଭୁୁବନେଶ୍ୱର/ସଞ୍ଜୁ– ଆଜି ରାଜ୍ୟରେ ୧୪ ଜଣ କରୋନା ଆକ୍ରାନ୍ତରେ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁସଂଖ୍ୟା ୧୪୮୩ ରେ ପହଞ୍ଚିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 

ଭୁବନେଶ୍ୱରରୁ ୨ ଜଣ, ନୂଆପଡା ରୁ ୨ ଜଣ ଓ ସୁନ୍ଦରଗଡରୁ ୨ ଜଣ ରୋଗୀ ଆଖିବୁଜିଛନ୍ତି । ବରଗଡ, ବାଲେଶ୍ୱର, କଟକ , କଳାହାଣ୍ଡି, କେନ୍ଦ୍ରାପଡା, ସମ୍ବଲପୁର , ଖୋର୍ଦ୍ଧା, ମୟୁରଭଞ୍ଜରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।