ଗତ ତିନି ବର୍ଷରେ ୧୪ ବାଘ ଶିକାର

0

ଭୁବନେଶ୍ୱେର; ଗତ ତିନି ବର୍ଷରେ ୧୪ ବାଘଙ୍କୁ ଶିକାର କରାଯାଇଛି । ଏଥିରୁ ଦୁଇ ମହାବଳ ଓ ୧୨ ଟି କଲରାପତରିଆ ବାଘ ଶିକାର ହୋଇଛି । ୬ ଟି ମହାବଳ ଓ ୬୩ କଲରାପତରିଆ ବାଘ ଛାଲ ଜବତ ହୋଇଛି ।ଅନ୍ୟପଟେ କେବଳ ଢେଙ୍କାନାଳ ବନଖଣ୍ଡରେ ୪୧ ହାତୀଙ୍କ ମୃତ୍ୟୁ ହୋଇଥିବା ନେଇ ଗୃହରେ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ।