ରାଜ୍ୟରେ ୧୬ ଲକ୍ଷ ୨୭ ହଜାର ୯୩୨ ଭୂତ ରାସନ କାର୍ଡଧାରୀ; ଲାଗୁ ହେବ କେ.ୱାଇ.ସି, କଟିଯିବ ଅଯୋଗ୍ୟଙ୍କ ନାଁ;ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

0

ଭୁବନେଶ୍ୱର; ୧୬ ଲକ୍ଷରୁ ଅଧିକ ଭୂତ ରାସନ କାର୍ଡଧାରୀ । ରାଜ୍ୟରେ ୧୬ ଲକ୍ଷ ୨୭ ହଜାର ୯୩୨ ଭୂତ ରାସନ କାର୍ଡଧାରୀ ।ବିଧାୟକ ଦୁର୍ଗା ପ୍ରସାଦ ନାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଉତ୍ତର ।୬ଲକ୍ଷ ୧୯ ହଜାର ୮୬୩ ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି ।କୌଣସି କାରଣରୁ ରାସନ କାର୍ଡ କଟିଥିଲେ ପୁଣି ଆବେଦନ କରିପାରିବେ । ସରକାର କେ.ୱାଇ.ସି ଲାଗୁ କରୁଛନ୍ତି ,ଯାହା ଦ୍ୱାରା ଅଯୋଗ୍ୟଙ୍କ ନାଁ କଟିଯିବ ।