ଗରିବ ଝିଅ ବିବାହ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ନାମରେ ନୂଆ ଯୋଜନା | ଏଥିପାଇଁ ୧୨ କୋଟି ବ୍ୟୟ ବରାଦ। ଗରିବ ଝିଅ ଙ୍କ ସାମୁହିକ ବିବାହ କରିବେ। ରାଜ୍ୟ ସରକାର ସବୁ ଖର୍ଚ୍ଚ ବହନ କରିବେ।
ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ ପୃଷ୍ଟି ଯୋଜନା ପାଇଁ ୫୨୬ କୋଟି ଯୋଜନା।ଓଡ଼ିଶା ପୃଷ୍ଟି ମିଶନ ପ୍ରତିଷ୍ଠା ପାଇଁ ୧୦୦ କୋଟି ।
ମାଳତୀ ଦେବୀ ପ୍ରାକ ବିଦ୍ୟାଳୟ ପରିଧାନ ଯୋଜନାରେ ନାଁ ରେ ନୂଆ ଯୋଜନା। ୮୫ କୋଟି ବ୍ୟୟ ବରାଦ। ଅଙ୍ଗନୱାଡି ପିଲାଙ୍କୁ ୟୁନିଫର୍ମ ପ୍ରଦାନ କରାଯିବ।
ବାଲ୍ୟ ବିବାହ ବନ୍ଦ ପାଇଁ ଆଦ୍ଵିକା ନାମରେ ନୂଆ ଯୋଜନା
ଆମ କୁନିପିଲା ନାମରେ ନୂଆ ଯୋଜନା।
ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନା ପାଇଁ ୧୯୩ କୋଟି। ନବମ ଶ୍ରେଣୀ ପିଲାଙ୍କୁ ମିଳିବ ମାଗଣା ସାଇକେଲ। ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ୟୁନିଫର୍ମ ପାଇଁ ୧୯୪ କୋଟି।
ରାଜ୍ୟର ବିଭିନ୍ନ ସ୍ଥାନରେ ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏଥିପାଇଁ ୧୧୮୦ କୋଟି ବ୍ୟୟ ବରାଦ। କୃଷିଭିତ୍ତିକ ଜ୍ଞାନ କୌଶଳ,IT,ITES ଓ ସେମିକଣ୍ଡକ୍ତର ପ୍ରୟୋଗ ଉପରେ ତାଲିମ ଦିଆଯିବ।
ନୂଆ ଓଡ଼ିଶା ଯୋଜନା ପାଇଁ ୧୩୫ କୋଟି।
ସୁଭଦ୍ରା ସୁରକ୍ଷା ଯୋଜନା ପାଇଁ ୧୫୩ କୋଟି
ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ପାଇଁ ୩୦ କୋଟି
ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ପାଇଁ ୨୦୦ କୋଟି
ଉତ୍ତର ଓଡ଼ିଶା ବିକାଶ ପରିଷଦ ପାଇଁ ୨୦୦ କୋଟି
ଓଡ଼ିଶା ପୃଷ୍ଟି ମିଶନ ପାଇଁ ୧୦୦ କୋଟି
ଅଟଳ ବସ ଷ୍ଟାଣ୍ଡ ପାଇଁ ୧୨୬୬ କୋଟି
ସମୃଦ୍ଧ ସହର ପାଇଁ ୪୦୮ କୋଟି
ସହିଦ ଲକ୍ଷ୍ମଣ ନାୟକ ଆଦର୍ଶ ବିଦ୍ୟାଳୟ ପାଇଁ ୧୦୦ କୋଟି