ବାଣ ବିସ୍ଫୋରଣ ଘଟଣାରେ ଏସସିବି ମେଡିକାଲରୁ ଡିସଚାର୍ଜ ହେଲେ ଆଉ ୨ ଗୁରୁତର

0

ପୁରୀ : ପୁରୀ ଭଉଁରୀ ବେଳେ ବାଣ ବିସ୍ଫୋରଣ ଘଟଣାକୁ ୫ଦିନ ବିତିଲାଣି । ଏବେବି ଅନେକ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ସୋମବାର କାହାର ମୃତ୍ୟୁ ଖବର ଆସିନଥିବାବେଳେ ଏସସିବି ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି ଆଉ ୨ ଗୁରୁତର । ୨୪ ବର୍ଷୀୟ ମନମୋହନ ବେହେରା ଓ ୧୫ ବର୍ଷୀୟ ବଳରାମ ଦାସ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେବି ବିଭିନ୍ନ ମେଡିକାଲରେ୧୫ ଜଣ ଗୁରୁତରଙ୍କ ଚିକିତ୍ସା ଚାଲିଥିବା ବେଳେ ୧୩ ଜଣଙ୍କ ର ଜୀବନ ଜାଇ ସାରିଲାଣି ।