୨ ଦିନ ରେ ଓଡ଼ିଶା ଆସିବେ ୨ କେନ୍ଦ୍ରମନ୍ତ୍ରୀ ଓ ୨ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ୱର: ୨ଦିନ ରେ ଓଡ଼ିଶା ଆସିବେ ୨କେନ୍ଦ୍ରମନ୍ତ୍ରୀ ଓ ୨ ମୁଖ୍ୟମନ୍ତ୍ରୀ |କାଲି ରାଜନାଥ ଓ ୯  ରେ ଆସିବେ ନିତିନ ଗଡ଼କରୀ | ୮  ଓ ୯  ରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟକ୍ରମ | ୯  ରେ ଓଡ଼ିଶା ଆସିବେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱାସର୍ମା |ମାଲକାନଗିରି, ଚିତ୍ରକୋଣ୍ଡା,ଖଲ୍ଲିକୋଟ ରେ କରିବେ ପ୍ରଚାର |ରାୟଗଡା, ଭବାନୀପାଟଣାରେ ରାଜନାଥ ଙ୍କ କାର୍ଯ୍ୟକ୍ରମ | ୯ ରେ ପୁରୀ କୃଷ୍ଣ ପ୍ରସାଦ ରେ ନିତିନ ଗଡ଼କରୀ ଙ୍କ ସମାବେଶ |