ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟି ୨୦ ମୃତ ଦୁର୍ଘଟଣା By Minu Sahoo Last updated Jan 17, 2024 0 Share ଆଜି ଥାଇଲାଣ୍ଡରେ ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ । ଏହି ବିସ୍ଫୋରଣରେ ପ୍ରୟ ୨୦ ଜଣଙ୍କ ପ୍ରାଣ ହାନି ହୋଇଥିବା ବେଳେ ମୃତ ସଂଖ୍ୟା ଆହୁରି ବଢିବା କୁହାଯାଉଛି । ସୂଚନା ଅନୁଯାୟୀ. ସୁଫାନ ବୁରୀ ପ୍ରାନ୍ତରେ ସ୍ଥାନୀୟ ଉଦ୍ଧାରକର୍ମୀମାନେ ବିସ୍ଫୋରଣ ସ୍ଥଳ ସମ୍ପୂଣ୍ଣ ଧ୍ୱଂସ ହୋଇଯାଇଥିବା କୁହାଯାଉଛି । reporterstoday 0 Share FacebookTwitterGoogle+ReddItWhatsAppPinterestEmail