24 ତମ ଭାରତ ପ୍ରତିଭା ସମ୍ମାନ ଏବଂ ଭାରତ ମସଲାର ବାର୍ଷିକ ଉତ୍ସବ -2023 ଅନୁଷ୍ଠିତ

0

କଟକ / ଚନ୍ଦ୍ରଶେଖର ପତି : କଟକ ଜଗତପୁର ରେ ୨୪ ତମ ଭାରତ ପ୍ରତିଭା ସମ୍ମାନ ଏବଂ ଭାରତ ମସଲାର ବାର୍ଷିକ ଉତ୍ସବ -୨୦୨୩ ଭାରତ ସ୍ଟୁଡିଓ ପରିସର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏନରଜି ଇଣ୍ଡଷ୍ଟ୍ରି ମାଇକ୍ରୋ ସ୍ମଲ ର ମନ୍ତ୍ରୀ ପ୍ରତାପ ଦେବ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ବିଧାୟକ ଦେବି ପ୍ରସାଦ ମିଶ୍ର, ସମ୍ମାନିତ ଅତିଥି ଭାବରେ ବିଧାୟକ ଦେବି ରଞ୍ଜନ ତ୍ରିପାଠୀ କାର୍ୟ୍ୟକ୍ରମ ରେ ଉପସ୍ଥିତ ଥିଲେ । ଭାରତ ଫାଉଡେସନ ଚେୟାରମ୍ୟାନ ସୁରେନ୍ଦ୍ର ପଣ୍ଡା, ଭାରତ ମସଲା ସୁଶାନ୍ତ କୁମାର ପଣ୍ଡା ଉପସ୍ଥିତ ରହି କାର୍ୟ୍ୟକ୍ରମ କୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ର ରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତିତ୍ୱ ମାନଙ୍କୁ ଭାରତ ପ୍ରତିଭା ସମ୍ମାନ ରେ ସମାନିତ କରାଯାଇଛି । ।