‘ଅପରେସନ ସିନ୍ଦୂର’ ପରେ ୨୭ ବିମାନବବନ୍ଦର ବନ୍ଦ

0

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ୨୭ ବିମାନବବନ୍ଦର ବନ୍ଦ ସହ ୪୩୦ ଉଡାଣ ବାତିଲ । ମେ’ ୧୦ ତରିଖ ପର୍ଯ୍ୟନ୍ତ ବିମାନବନ୍ଦର ବନ୍ଦ ରହିବା ନେଇ ସୂଚନା ରହିଛି । ଉତ୍ତର ଓ ପଶ୍ଚିମ ଏବଂ କେନ୍ଦ୍ରୀୟ ଭାରତରେ ବିମାନବନ୍ଦର ବନ୍ଦ ରହିବ । ଶ୍ରୀନଗର , ଜମ୍ମୁ, ଲେହ, ଚଣ୍ଡିଗଡ, ଅମୃତସର ବିମାନବନ୍ଦର ବନ୍ଦ ରହିବା ସହ ଲୁଧିଆନା , ପଟିଆଲା , ବଥିଣ୍ଡା , ହଲୱାରା , ପଠାନକୋଟ ବିମାନବନ୍ଦର ବନ୍ଦ ରହିବ । ଏହା ସହ ଧର୍ମଶାଳା ,ସିମଲା , ଜୈସେଲମେର , ଯୋଧପୁର, ଜାମନଗର ବନ୍ଦ ରହିବ । ରାଜକୋଟ , ପୋରବନ୍ଦର, କାଣ୍ଡଲା , ଗ୍ୱାଲିଅର ବିମାନବନ୍ଦର ବନ୍ଦ ମଧ୍ୟ ବନ୍ଦ ରହିବ ।