୩ ସେନା ପକ୍ଷରୁ ଡ.ମନମୋହନଙ୍କୁ ବୋଧଘାଟରେ ଶେଷ ଦର୍ଶନ

0

ନୂଆଦିଲ୍ଲୀ: ନିଗମ ବୋଧ ଘାଟରେ ଡ . ମନମୋହନ ସିଂଙ୍କ ପାର୍ଥିବ ଶରୀର । ମନମୋହନ ସିଂଙ୍କ ଶେଷକୃତ୍ୟ ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହ ଅନୁଷ୍ଠିତ ହେବ । ବତ୍ତମାନ ୩ ସେନା ପକ୍ଷରୁ ଡ.ମନମୋହନଙ୍କୁ ବୋଧଘାଟରେ ଶେଷ ଦର୍ଶନ କରୁଛନ୍ତି । ଶେଷ ଦର୍ଶନ କଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ , ପ୍ରଧାନମନ୍ତ୍ରୀ ମୋଦି, ପତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଉପସ୍ଥିତ ଅଛନ୍ତି । ଏହାରି ଭିତରେ ଶେଷ ଦର୍ଶନ କଲେ ଭୁଟାନ ରାଜା ।