ରାୟପୁର: ଛତିଶଗଡରେ ପୋଲିସ –ମାଓ ମଧ୍ୟରେ ଗୁଳିବିନିମୟରେ ୩ ମାଓବାଦୀ ନିହତ ହୋଇଛନ୍ତି । ଦନ୍ତେୱାଡା ଓ ବିଜାପୁର ଜିଲ୍ଲା ସାମୀନ୍ତରେ ଏନକାଉଣ୍ଟର ହୋଇଛି । ପୋଲିସ ଏନକାଉଣ୍ଟରରେ ୩ ହାର୍ଡକୋର ମାଓବାଦୀଙ୍କ ମୃତ୍ୟୁ ହେରଇଥିବା ନେଇ ସୂଚନା ରହିଛି । ସେହିପରି ଘଟଣାସ୍ଥଳରୁ ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି ସୁରକ୍ଷାକର୍ମୀ ।