ଭୁବନେଶ୍ୱର;ରବି ଧାନ ବିକ୍ରି ପାଇଁ ୩ ଲକ୍ଷ ୩୮ ହଜାର ୨୭ ଚାଷୀ ପଞ୍ଜୀକରଣ କରିଛନ୍ତି । ଆଜି ସୁଦ୍ଧା ୧ ଲକ୍ଷ ୫୮ ହଜାର ୭୩୮ ଜଣ ଚାଷୀ ଧାନ ବିକ୍ରି ସାରିଲେଣି । ୧୦ ଲକ୍ଷ ୨୧ ହଜାର ୯୫୧ ମେଟ୍ରିକ ଟନ ଧାନ ବିକି ସାରିଲାଣି ଚାଷୀ । ୧ ଲକ୍ଷ ୩୮ ହଜାର ୬୬୪ ଚାଷୀଙ୍କୁ ଧାନ ବିକ୍ରି ବାବଦ ଅର୍ଥ ପ୍ରଦାନ କରିସାରିଲେଣି ସରକାର । ଖାଦ୍ୟ ଯୋଗାଣ ବିଭାଗର ସୂଚନା ।