(ଜଗନ୍ନାଥ ମହାନ୍ତି / କଟକ) ; କଟକ ଜଗତପୁର ପିରବଜାର ରେ ଭାରସାମ୍ୟ ହରାଇ ତେଲ ଟ୍ୟାଙ୍କର ଦୁର୍ଘଟଣା ଗସ୍ତ ହୋଇଛି। ଏହି ଦୁର୍ଘଟଣା ରେ ତିନିଜଣ ଗୁରୁତ୍ତର ଆହତ ହୋଇଥିବା ସୂଚନା ମିଳିଛି । ଟ୍ୟାଙ୍କର ଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଦୋକାନ ଘର ଉପରକୁ ଚଢ଼ି ଯାଇଥିଲା।ଦୋକାନ ରେ ଥିବା ୩ଜଣ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ କଟକ ଏସ ସି ବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳେ ପୋଲିସ ଅଗ୍ନିଶମ ବାହିନୀ ମୁତୟନ କରାଯାଇଛି।