(ଭୁବନେଶ୍ୱର) ; ରାଜ୍ୟରେ ପୁଣି କରୋନା ର କୋପ ଆରମ୍ଭ ହୋଇଯାଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଆଗରେ ରହିଛି ! ଏବେ ଶିକ୍ଷାନୁଷ୍ଠାନ ରେ ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ପ୍ରଶାସନ ର ମୁଣ୍ଡବିନ୍ଧା ର କାରଣ ପାଲଟିଛି ! ଗତ କାଲି ଖୋର୍ଦ୍ଦା ଜିଲ୍ଲା ରୁ ୩୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭୁବନେଶ୍ୱର ରୁ ୩୨ ଚିହ୍ନଟ ହୋଇଛନ୍ତି ! ମୈତ୍ରିବିହାର ରେ ଥିବା ଆଲେନ୍ ଇନଷ୍ଟିଚ୍ୟୁଟରୁ ସର୍ବାଧିକ ୭ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏକ ଘରୋଇ ସ୍କୁଲ ରୁ ୩ ଜଣ ଚିହ୍ନଟ ହୋଇଥିବା ବିଏମସି ପ୩ରୁ ସୂଚନା ମିଳିଛି !