ଭୁବନେଶ୍ୱର: ରାଜ୍ୟରେ କରୋନା କେସ୍ ଦିନକୁ ଦିନ ନୂଆ ଅଙ୍କ ଛୁଉଁଥିବା ବେଳେ ଆଜି ସାରା ରାଜ୍ୟରୁ ୩୩୮୪ ପଜେଟିଭ୍୍ ଚିହ୍ନଟ ହୋଇଛନ୍ତି । ଏହାସହ ସବୁଠୁ ବଡ଼ କଥା ହେଉଛି ଗତ ୨୪ ଘଣ୍ଟା ମଧ୍ୟରେ ୬୮ ହଜାର ଟେଷ୍ଟିଂ ହୋଇଛି, ଯାହାକି ରାଜ୍ୟର କରୋନା ଟେଷ୍ଟିଂ କ୍ଷେତ୍ରରେ ଏକ ସକରାତ୍ମକ ପଦକ୍ଷେପ । ଆଜି ଚିହ୍ନଟ ହୋଇଥିବା ୩୩୮୪ ରୋଗୀଙ୍କ ମଧ୍ୟରୁ ୨୧୨୮ କ୍ୱାରେଣ୍ଟାଇନରେ ଥିବା ବେଳେ ବାକି ୧୨୫୬ ସ୍ଥାନୀୟ କେସ୍ ରହିଛି । ଆଜିର ପଜେଟିଭ୍ କେସ୍୍ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୯୦,୯୮୬ ରେ ପହଞ୍ଚିଥିବା ବେଳେ ସୁସ୍ଥ ହୋଇଛନ୍ତି ୬୨,୮୧୩ ଜଣ ଓ ୨୭,୬୭୨ ଚିକିତ୍ସିତ ହେଉଛନ୍ତି । ସେହିଭଳି ଆଜି ୩୩୪୩ ଜଣ ମଧ୍ୟ ସୁସ୍ଥ ହୋଇଛନ୍ତି ।
6. Boudh: 5
7. Cuttack: 492
8. Deogarh: 16
9. Dhenkanal: 60
10. Gajapati: 9
11. Ganjam: 177
12. Jagatsinghpur: 43
13. Jajpur: 176
14. Jharsuguda: 94
15. Kalahandi: 27
16. Kandhamal: 58
17. Kendrapada: 76
18. Keonjhar: 63
19. Khurda: 587
20. Koraput: 89
21. Malkangiri: 44— I & PR Department, Odisha (@IPR_Odisha) August 27, 2020
22. Mayurbhanj: 177
23. Nawarangpur: 31
24. Nayagarh: 76
25. Nuapada: 19
26. Puri: 121
27. Rayagada: 154
28. Sambalpur: 182
29. Sonepur: 37
30. Sundargarh: 101New Recoveries: 3343
Cumulative Tested: 1553257
Positive: 90986
Recovered: 62813
Active Cases: 27672— I & PR Department, Odisha (@IPR_Odisha) August 27, 2020