ଭୁବନେଶ୍ୱର;ଲୋକଙ୍କୁ କଟୁ କଥା କହି ୪ ନିଲମ୍ବିତ । ବାତ୍ୟା ସମୟରେ କାର୍ଯ୍ୟରେ ଅବହେଳା ପାଇଁ ୪ ନିଲମ୍ବିତ ।୩ ପିଇଓଙ୍କ ସମେତ ଜଣେ ଆଇଆଇଙ୍କୁ ନିଲମ୍ବନ କଲେ ସରକାର ।ନିଲମ୍ବନ ନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।ବାତ୍ୟା ସମୟରେ ଲୋକଙ୍କୁ କଟୁକଥା କହିଥିବା ଅଭିଯୋଗ ରହିଥିଲା ।ବିପର୍ଯ୍ୟୟ ସମୟରେ ସେବା ଖିଲାପକାରୀଙ୍କୁ ଛଡା ଯିବନି କଲେ ମନ୍ତ୍ରୀ ।