ନୂଆଦିଲ୍ଲୀ– ଦେଶରେ ଗତ ୨୪ଘଣ୍ଟାରେ ୪୩ ହଜାର ୭୩୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୩ କୋଟି୬ଲକ୍ଷ୬୩ହଜାର୬୬୫ ରହିିଛି । ଅନ୍ୟପଟେ ୯୩୦ ଜଣଙ୍କର ମୃତ୍ୟୁ ହୋଇଛି । ୪୭ ହଜାର ୨୪୦ଜଣ ସୁସ୍ଥ ହୋଇଛନ୍ତି । ମୋଟ ୨କୋଟି ୯୭ ଲକ୍ଷ ୯୯ ହଜାର ୫୩୪ ଜଣ ସୁସ୍ଥ ହୋଇସାରିଲେଣି । ବର୍ତ୍ତମାନ ୪ଲକ୍ଷ ୫୯ ହଜାର ୯୨୦ଜଣ କରୋନା ଆକ୍ରାନ୍ତରେ ଚିକିତ୍ସିତ ହେଉଛନ୍ତି ।ଦେଶର ମୋଟ ମୃତ୍ୟୁ ସଂଖ୍ୟା ୪ଲକ୍ଷ୪ହଜାର ୨୧୧ ଜଣ ।