ଭୁୁବନେଶ୍ୱର– ରାଜ୍ୟରେ ୫ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ୧୭୮୯ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱରରୁ ୨ଜଣ ଅଛନ୍ତି, ସେମାନଙ୍କ ମଧ୍ୟରେ ଜେଣ ୭୪ ବର୍ଷୀୟ ବୃଦ୍ଧ ଏବଂ ୪୯ ବର୍ଷୀୟ ମହିଳା ଅଛନ୍ତି । ସେହିପରି ପୁରୀ ଜିଲ୍ଲାରୁ କରୋନାରେ ଆକ୍ରାନ୍ତ ହୋଇ ୨ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ସେମନାଙ୍କ ବୟସ ଯଥାକ୍ରମେ ୫୧ ଏବଂ ୫୨ ବର୍ଷ ରହିଛି । ଅନ୍ୟପଟେ ସମ୍ବଲପୁର ଜିଲ୍ଲାରୁ ଜଣେ ୬୧ ବର୍ଷୀୟ ବୃଦ୍ଧ ମହିଳାଙ୍କ ମୃତ୍ୟୁ ହୋଇଛି ।
Regret to inform the demise of five numbers of Covid positive patients while under treatment in hospitals.
1.A 74-year-old male of Bhubaneswar who was also suffering from Diabetes Mellitus.
— H & FW Dept Odisha (@HFWOdisha) December 9, 2020
2.A 49-year-old female of Bhubaneswar who was also suffering from Diabetes Mellitus & Hypertension.
3.A 51-year-old female of Puri district who was also suffering from Diabetes Mellitus.
4.A 52-year-old female of Puri district.
— H & FW Dept Odisha (@HFWOdisha) December 9, 2020
5.A 61-year-old female of Sambalpur district who was also suffering from Hypertension, Chronic Kidney Disease Stage-4 on MHD.
— H & FW Dept Odisha (@HFWOdisha) December 9, 2020