ଭୁବନେଶ୍ୱର/ ସଞ୍ଜୁ– ଆଜି ରାଜ୍ୟରେ ୭୩୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଂଙ୍ଗରୋଧ କେନ୍ଦ୍ରରୁ ୪୧୯ ଜଣ ଥିବାବେଳେ ୩୧୯ ଜଣ ସ୍ଥାନୀୟ ଆକ୍ରାନ୍ତ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୟୁରଭଞ୍ଜରୁ ସର୍ବାଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ମୟୁରଭଞ୍ଜରୁ ସର୍ବାଧିକ ୬୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ପଛକୁ ରହିଛି ଖୋର୍ଦ୍ଧା । ସେହିପରି ସୁନ୍ଦରଗଠଡରୁ ୫୭ ଓ ବାଲେଶ୍ୱରରେ ୬୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଅନ୍ୟ ଜିଲ୍ଲା ମାନଙ୍କରେ ଚିହ୍ନଟ ରୋଗୀ ସଂଖ୍ୟା ୫୦ ତଳେ ରହିଛି। ଏହାକୁ ମିଶାଇ ରାଜ୍ୟରେ ପଜିଟିଭ ସଂଖ୍ୟା ୩,୧୬,୦୦୧ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଆକ୍ଟିଭ କେସ ରହିଛି ୬,୮୮୭ ଓ ୩,୦୭, ୩୭୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
Covid-19 Report For 24th November
New Positive Cases: 730
In quarantine: 419
Local contacts: 311(Details of local contacts will be shared by concerned District Administration)
District Wise Cases:
1. Angul: 44
2. Balasore: 53
3. Bargarh: 21
4. Bhadrak: 7
5. Balangir: 40— I & PR Department, Odisha (@IPR_Odisha) November 25, 2020
6. Boudh: 1
7. Cuttack: 49
8. Deogarh: 4
9. Dhenkanal: 7
10. Gajapati: 4
11. Ganjam: 12
12. Jagatsinghpur: 24
13. Jajpur: 25
14. Jharsuguda: 25
15. Kalahandi: 33
16. Kandhamal: 1
17. Kendrapada: 14
18. Keonjhar: 40
19. Khurda: 65
20. Koraput: 5
21. Malkangiri: 3— I & PR Department, Odisha (@IPR_Odisha) November 25, 2020
22. Mayurbhanj: 68
23. Nawarangpur: 7
24. Nayagarh: 8
25. Nuapada: 46
26. Puri: 29
27. Rayagada: 8
28. Sambalpur: 9
29. Sonepur: 9
30. Sundargarh: 57
31. State Pool: 12New recoveries: 648
Cumulative tested: 5685860
Positive: 316001
Recovered: 307374
Active cases: 6887— I & PR Department, Odisha (@IPR_Odisha) November 25, 2020