ଗତ ୨୪ ଘଣ୍ଟା ମଧ୍ୟରେ ୯୧୧ ନୂଆ ସଂକ୍ରମିତ ଚିହ୍ନଟ
ଦିନକୁ ଦିନ ରାଜ୍ୟରେ ସଂକ୍ରମଣ ହାର ବୃଦ୍ଧିପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୯୧୧ ନୂଆ କେସ୍ ଚିହ୍ନଟ ହୋଇଥିବା ବେଳେ ୦-୧୮ ବର୍ଷ ବୟସର ୧୧୬ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି ।
(ଭୁବନେଶ୍ୱର) : ଦିନକୁ ଦିନ ରାଜ୍ୟରେ ସଂକ୍ରମଣ ହାର ବୃଦ୍ଧିପାଇବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୯୧୧ ନୂଆ କେସ୍ ଚିହ୍ନଟ ହୋଇଥିବା ବେଳେ ୦-୧୮ ବର୍ଷ ବୟସର ୧୧୬ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । । ଅନ୍ୟପଟେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୩୧ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୮୦ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୮୪ ଜଣ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି। ତେବେ ଅସନ୍ଟୁ ଜାଣିବା କେଉଁ ଜିଲ୍ଳାରୁ କେତେ ସଂକ୍ରମିତ :-
5. Balangir: 5
6. Cuttack: 88
7. Deogarh: 10
8. Dhenkanal: 16
9. Gajapati: 6
10. Ganjam: 4
11. Jagatsinghpur: 24
12. Jajpur: 49
13. Jharsuguda: 2
14. Kalahandi: 7
15. Kandhamal: 4
16. Kendrapada: 31
17. Keonjhar: 10
18. Khurda: 352
19. Koraput: 6
20. Malkangiri: 7— I & PR Department, Odisha (@IPR_Odisha) August 21, 2021