ଜିଲ୍ଲା ସଭାପତି ହେଲେ କେଦାର ଦାସ

0

ସୋନପୁର/ ଓମପ୍ରକାଶ ମିଶ୍ର : ସୁବର୍ଣ୍ଣପୁର ଜିଲ୍ଳା ପୁରୁଖା ବିଜେପିର ବରିଷ୍ଠ ନେତା ତଥା ବିଶିଷ୍ଟ ହିନ୍ଦୁବାଦୀ, ରାଷ୍ଟ୍ରବାଦୀ ସମାଜ ସେବକ କେଦାର ଦାସଙ୍କୁ “ଜନସଂଖ୍ୟା ସମାଧାନ ଫାଉଣ୍ଡେସନ”ର ସୁବର୍ଣ୍ଣପୁର ଜିଲ୍ଲା ସଭାପତି ନିଯୁକ୍ତି କରାଯାଇଛି । ଓଡିଶା ରାଜ୍ୟ ଶାଖା ସଭାପତି ଶ୍ରୀ ବିପିନ ଦାସ ନିଯୁକ୍ତି ଦେଇଥିବା ଜଣାଇଛନ୍ତି କ୍ଷ ଏହା ସହିତ ଆଗାମୀ ଦିନରେ ସମଗ୍ର ଜିଲ୍ଲାର ଗ୍ରାମ ପଞ୍ଚାୟତ ସ୍ତରରେ ସମିତି ଗଠନ କରାଯାଇ ସଂଗଠନ କରାଯିବ ବୋଲି ଶ୍ରୀଦାସ ସୁଚନା ଦେଇଛନ୍ତି ।