ପୁରୀ: ଲୋକାର୍ପଣ ହେବାକୁ ଯାଉଛି ଶ୍ରୀ ସେତୁ । ରଙ୍ଗ ବେରଙ୍ଗ ଆଲୋକ ଓ ଚିତ୍ର ରେ ଆକର୍ଷଣୀୟ ଦେଖା ଯାଉଛି ଶ୍ରୀ ସେତୁ । ତେବେ ପୁରୀକୁ ଭକ୍ତଙ୍କ ସୁରୁଖୁରୁରେ ଯାତାୟତ ପାଇଁ ନିର୍ମାଣ ହୋଇଛି । ଏହାର ଲୋକର୍ପଣ ପରେ ସାଧାରଣ ଶ୍ରଦ୍ଧାଳୁ ପରିକ୍ରମା ମାର୍ଗକୁ ଆସିପାରିବେ ଭକ୍ତ । ତେବେ ଲୋକାର୍ପଣ ପୂର୍ବରୁ ଏହାର ଟାଏଲ କରାଯିବ । ଏଥିପାଇଁ କ୍ସ୍ କାର୍ଯ୍ୟର କରିସାରିଛନ୍ତି ୫ଟି ଅଧ୍ୟକ୍ଷ । ସେପଟେ ଆଜି ଠାରୁ ପରିକ୍ରମା ମହାଯଜ୍ଞ । ଆଉ ଦିନକପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ । ଆଜି ଠାରୁ ଅଖଣ୍ଡ ଦୀପ ସ୍ଥାପନା ସହ ଆରମ୍ଭ ହେଲାଣି ଯଜ୍ଞ ବିଧି । ୧୭ ତାରିଖରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ୱାରା ସଜ୍ଞର ପୂର୍ଣ୍ଣାହୁତି ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପର ଲୋକାର୍ପଣ କରିବେ । ତେଣୁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ ଲାଗିଲାଣି ।