କଣ୍ଟା ବୁଦାରୁ ନବଜାତର ମୃତଦେହ ଉଦ୍ଧାର

0

ଭୁବନେଶ୍ବର: କଣ୍ଟାବୁଦାରୁ ନବଜାତର ମୃତଦେହ । ଭୂବନେଶ୍ୱର ରସୁଲଗଡଛକ ନିକଟ ଏକ କଣ୍ଟା ବୁଦାରୁ ନବଜାତର ମୃତଦେହ ଉଦ୍ଧାର ହୋଇଛି । ସେଠାରେ ଏକ ଅଖାରେ ଭର୍ତ୍ତି ହୋଇ ପଡିଥିବା ସୂଚନା ମିଳିଥିବା ପରେ ତାକୁ ସେଠାରୁ ଉଦ୍ଧାର କରାଯାଇଛି । ତେବେ ଜନ୍ମ ପରେ କେହି ନବଜାତକୁ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି ।