ଉଦ୍ଧାର ହୋଲା ୧୪ ଫୁଟର ଅଜଗର

0

ଜୟପୁର /ମନୋଜ ଦାଶ : ଜୟପୁର ବ୍ଲକ ଭଟାଛିଞ୍ଚି ଗ୍ରାମରୁ ଉଦ୍ଧାର ହୋଇଛି ଅଜଗର । ସେହି ଅଜଗର ସାପଟିର ଲମ୍ବା ପ୍ରାୟ ୧୪ ଫୁଟ ହୋଇଥିବ ବୋଲି କୁହାଯାଉଛି । ସୂଚନା ଅନୁସାରେ ଭଟାଛିଞ୍ଚି ଗ୍ରାମର ଲୋକ ମାନେ ସକାଳୁ ପୋଖରୀ କୁ ଜିବା ବାଟରେ ଏକ ବିରାଟ ଅଜଗର ସପ ଦେଖିଥେିଲେ । ସାପଟି ଏକ କୋକଶିଆଳିକୁ ଗିଳିଦେଇଥିବାରୁ କୁଆଡେ ଯାଇପାରୁନଥିଲା । ସ୍ଥନିୟ ଲୋକ ସାପଟିକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଉକ୍ତ ସ୍ଥାନରେ ବନବିଭାଗର କର୍ମଚାରି ପହଞ୍ଚି ଥିଲେ । ପରେ ସାପ ଟିକୁ ଉଦ୍ଧାର କରି ନିକଟସ୍ତ ଜଙ୍ଗଲରେ ଛାଡି ଦେଇଥିଲେ ।