ଦିଲ୍ଲୀ : ଦିଲ୍ଲୀ ଏମ୍ସରେ ଭୟାବହ ଅଗ୍ନିକାଣ୍ଡ । ୮ଟି ଦମକଳ ଗାଡି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ । ସମସ୍ତ ରୋଗୀଙ୍କୁ ସୁରକ୍ଷିତି ସ୍ଥାନାନ୍ତର । ଏଣ୍ଡୋସ୍କୋପି ବିଭାଗରେ ନିଆଁ ଲାଗିଥିବା ସୂଚନା । ସେଠାରେ ଥିବା ସମସ୍ତ ରୋଗୀଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି । ଏଣ୍ଡୋସ୍କୋପି ବିଭାଗର ଦ୍ୱିତୀୟ ମହଲାକୁ ସଂପୂର୍ଣ୍ଣ ଖାଲି କରାଗଲା ।ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ। ନିର୍ଗତ ହେଉଥିବା ଧୂଆଁର ଚିତ୍ରକୁ ଦେଖିଲେ ଅଗ୍ନିକାଣ୍ଡ ଭୟାବହ ରହିଛି।