ନାୟକ ପ୍ଲାଜାରେ ସପିଙ୍ଗ ମଲରେ ଲାଗିଲା ନିଆଁ ଆୟତ ଓଡିଶାଦୁର୍ଘଟଣା By SUDESNA JANA Last updated Dec 23, 2023 0 Share ପୁରୀ : ପୁରୀ ବଡ଼ଦାଣ୍ଡରେ ନାୟକ ପ୍ଲାଜାରେ ସପିଙ୍ଗ ମଲରେ ଲାଗିଲା ନିଆଁ । ଏହି ନିଆଁ ତୃତୀୟ ମହଲାର ଏକ ହୋଟେଲର ବାଥରୁମର ଗିଜରରୁ ସର୍ଟସର୍କିଟରେଲାଗିଥିଲା ସୂଚନା । ତେବେ ନିଆଁ ଲାଗିବା ଘଟଣାକୁ ନେଇ ଦୁଇଟି ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଂଚିବା ବେଳେ ନିଆଁ ଆୟତ୍ତ ହୋଇଯାଇଛି । OdishaPuriReporters Today 0 Share FacebookTwitterGoogle+ReddItWhatsAppPinterestEmail