ସୋହେଲା ରେ ହେବ ବିଶାଳ ଚାଷୀ ସମାବେଶ

0

ଭୁବନେଶ୍ୱର: ବରଗଡ ସୋହେଲା ରେ ହେବ ବିଶାଳ ଚାଷୀ ସମାବେଶ ଜ୍ଝ ସାମିଲହେବେ ଲକ୍ଷାଧିକ ଚାଷୀ ଜ୍ଝସେହି ସମାବେଶରେ ମୁଖ୍ୟମନ୍ତ୍ରୀ, କ୍ୟାବିନେଟର ତମାମ ମନ୍ତ୍ରୀ ହେବେ ସାମିଲ ଜ୍ଝ ମୁଖ୍ୟମନ୍ତ୍ରୀ ଙ୍କ ଉପସ୍ଥିତ ରେ ହେବ ଶୁଭାରମ୍ଭ । ଚାଷୀଙ୍କ ଠାରୁ ନଭେମ୍ବର ତୃତୀୟ ସପ୍ତାହ ରେ କିଣା ଯିବ ଧାନ ଜ୍ଝ ୮୦୦ ଟଙ୍କା ଗଝଚ ଚାଷୀଙ୍କ ଉପସ୍ଥିତ ରେ ପ୍ରଦାନକରିବେ ମୁଖ୍ୟମନ୍ତ୍ରୀ ଜ୍ଝ