ଗ୍ରାହକ ସେବା କେନ୍ଦ୍ର ପରିଚାଳକ ମାନଙ୍କୁ ନେଇ ଏକ ବୈଠକ

0

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ସମସ୍ତ ବ୍ଲକର ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ୱାରା ପରିଚାଳିତ ଗ୍ରାହକ ସେବା କେନ୍ଦ୍ର ପରିଚାଳକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅକ୍ରୁର ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗ୍ରାହକ ସେବା କେନ୍ଦ୍ର ପରିଚାଳକ ମାନଙ୍କ ବିଭିନ୍ନ ପ୍ରକାର ହେଉଥୁବା ଅସୁବିଧା, ସୁବିଧାଉପରେ ଆଲୋଚନା କରାଯାଇଥିଲା । ଗ୍ରାହକ ସେବା କେନ୍ଦ୍ର ପରିଚାଳକଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ରାସନ କାର୍ଡ ସଟର୍ଣ୍ଣ ସଟ ଫାଇଲ କରୁଛୁ ।

ଆମେ ବିଭିନ୍ନ କମ୍ପାନୀ ତରଫରୁ ନିୟୋଜିତ ଓ କମିଶନ ମାଧ୍ଯମରେ କାମ କରୁଛୁ ଓ ହଉ ନାହିଁ । ଏଣୁ ଜିଲ୍ଲାର ସମସ୍ତ ଗ୍ରାହକ ଆଶାନୁରୂପ ଆୟ ମଧ୍ଯ ହେଉ ସେବା କେନ୍ଦ୍ର ପରିଚାଳକ ଏକତ୍ରିତ  ହୋଇ ରାସନ କାର୍ଡରୁ ଉଛେଦ ନକରିବାକୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିରେ ସରୋଜ ପଧାନ, ନରେନ୍ଦ୍ର ଭୋଇ, ସଞ୍ଜୟ ସାହୁ, ପ୍ରଶାନ୍ତ ପଣ୍ଡା, ସର୍ଜନ ପୁଟେଲ, ଉତ୍ତର ମେଣ୍ଡିଲି, ଶୈଳେନ୍ଦ୍ର ପାଢ଼ୀ, କେଶବ ପୁରୋହିତ ପ୍ରମୁଖ ସହଯୋଗ କରିଥିବା ବେଳେ ବିକାଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।