ଟ୍ରକ୍ ପଛରେ ପିଟିହେଲା ଟାଟା ପିକଅପ ଗାଡି ; ଡ୍ରାଇଭର ମୃତ, ହେଲପର ଗୁରୁତର

0

Breaking News : ଟ୍ରକ୍ ପଛକୁ ପିଟିଲା ଟାଟା ପିକଅପ ଗାଡ଼ି। ଚାଳକ ମୃତ, ହେଲପର୍  ଗୁରୁତର। ଖୋର୍ଦ୍ଧା ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ର ବୋଲଗଡ଼ ଓଭରବ୍ରିଜ ନିକଟରେ ଗତ ବିଳମ୍ବିତ ରାତ୍ରି ରେ ଦୁର୍ଘଟଣା ଘଟିଛି। ନୟାଗଡରୁ ସୁନାଖଳା ଅଭିମୁଖେ ଆସୁଥିବା ଧାନ ବୋଝେଇ ଟ୍ରକ ପଛକୁ ପିଟିଲା ଟାଟା ପିକଅପ ଗାଡି। ଡ୍ରାଇଭର ମୁତ୍ଯୁ ହେଲଫର ଗୁରୁତର ଆହାତ ହୋଇ ଡାକ୍ତର ଖାନରେ ଭର୍ତ୍ତି ହୋଇଥିବା ସୂଚନା।