ବିଭିନ୍ନ କିସମର ମୋଟ ୯୦ ଲକ୍ଷ ୨୬ ହଜାର ୫୬୯ ଗୋଟି ଗାଡି ପଞ୍ଜିକୃତ

0

ବ୍ୟୁରୋ : ଚଳିତ ବର୍ଷ ଫେବୃଆରୀ ୧୫ ତାରିଖରେ ବିଭିନ୍ନ କିସମର ମୋଟ ୯୦ ଲକ୍ଷ ୨୬ ହଜାର ୫୬୯ ଗୋଟି ଯାନ ପଞ୍ଜିକୃତ ହୋଇଛି । ବିଗତ ୫ ବର୍ଷରେ ୯ ହଜାର ୬୮୮ କୋଟି ଟଙ୍କାର ପରିବହନ ଟିକସ ଆଦାୟ ହୋଇଛି । ବର୍ତ୍ତମାନ ସୁଦ୍ଧା ୨୩ ହଜାର ୨୯୬ ଟି BH ରେ ପଞ୍ଜିକୃତ ହୋଇଛି । ଟିକସ ଖିଲାପକାରି ଯାନ ଗୁଡିକୁ ଦିନକୁ ୧୦୦ ଟଙ୍କା ଟିକସ ଆଦାୟ କରିବାର ବ୍ୟବସ୍ଥା ଅଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ପରିବହନ ମନ୍ତ୍ରୀଙ୍କ ଉତ୍ତର ।