ଗଙ୍ଗପଡା ଜାତିୟ ରାଜପଥ ଉପରେ କାର୍ କୁ ଏକ ଟ୍ରକ ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର

0

ଭୁବନେଶ୍ୱର ;ଶୁକ୍ରବାର ମଧ୍ୟ ରାତ୍ରିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା .ଦୁର୍ଘଟଣାରେ ଦୁଇ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ । ଇମମ୍ଫୋଭାଲି ଥାନା ଅନ୍ତର୍ଗତ ଗଙ୍ଗପଡା ରାସ୍ତାରେ ଘଟିଛି ଏହି ଦୁର୍ଘଟଣା . ବ୍ରହ୍ମପୁରରୁ କାରଯୋଗେ ଭୁବନେଶ୍ୱର ଫେରୁଥିଲେ । ଗଙ୍ଗପଡା ଜାତିୟ ରାଜପଥ ଉପରେ କାର୍  କୁ ଏକ ଟ୍ରକ ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । କାର୍ ଡୋର କାଟି ଅଗ୍ନିଶମ ବାହିନି ଜଣେ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଏମ୍ସ ରେ ଭର୍ତ୍ତି କରିଛି ।କାରରେ ଥିବା ଯୁବକ ମାନେ ପୁରୀଜିଲ୍ଲା ଚନ୍ଦନପୁର ଅଞ୍ଚଳର ବୋଲି ପ୍ରାଥମିକ ପୋଲିସ ତଦନ୍ତରୁ ଜଣାପଡିଛି।