ବାରିପଦାରେ ଲଜିଷ୍ଟିକ୍ ଗାଡି ସହ ପ୍ରାୟ ୨୦ କେଜି ସୁନା ଜବତ, ୩ ଅଟକ

0

ବାରିପଦା; ୨୦ କେଜି ସୁନା ଜବତ । ବାରିପଦାରେ ଲଜିଷ୍ଟିକ୍ ଗାଡି ସହ ପ୍ରାୟ ୨୦ କେଜି ସୁନା ଜବତ, ୩ ଅଟକ ।ଏସକେସି ହାଇସ୍କୁଲ ଛକ ନିକଟରୁ ଧରିଲା ସିଟି/ଜିଏସଟି ଟିମ୍ ।କୋଲକତାରୁ ବାରିପଦା ଆସିଥିବା ବେଳେ ଧରାପଡିଲା ।ନିର୍ଦ୍ଧିଷ୍ଟ କିଛି ବ୍ୟବସାୟୀଙ୍କ ବିଲ୍ ମଧ୍ୟ ଜବତ,ତଦନ୍ତ ଜାରି ।