ସଡ଼କ ଦୁର୍ଘଟଣାରେ ଜ୍ୟୋତିଷ ମୃତ

0

(ହରିଶ ଚନ୍ଦ୍ର ଦାସ) : ଅନୁଗୋଳ ଜିଲ୍ଲା ପାଳଲହଡା ବ୍ଲକ ନଗିରା ଘାଟିରେ ଘଟିଛିସଡକ ଦୁର୍ଘଟଣା । ଜ୍ୟୋତିଷ କାମ କରିବାକୁ ଯାଇ ଲୁମେଶ ଖଡିରତ୍ନ ପାଳଲହଡା ଅଭିମୁଖେ ଫେରୁଥିବାବେଳେ ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡିଥିଲେ । ଉପସ୍ଥିତ ଲୋକେ ୧୦୮ କୁ ଫୋନ କରିଥିଲେ । ଘଟଣା ସ୍ଥଳରୁ ୧୦୮ ଯୋଗେ ପାଳଲହଡା ଡାକ୍ତରଖାନାରେ ଭର୍ତି କରାଯାଇଥିଲା ସେଠାରେ ଡାକ୍ତର ତାକୁ ମ୍ରୁତ ଘୋଷଣା କରିଛନ୍ତି ଓ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ମୃତକ ଜଣକ ହେଲେ ସମ୍ବଲ ଜିଲ୍ଲା କୁଚିଣ୍ଡା ଥାନା ଅଧିନରେ ଥିବା ସର୍ବେଜାଲ ଗ୍ରାମର ।