ହିଂଜିଳିକାଟୁ/ ରଜନୀ କାନ୍ତ ପାତ୍ର : ବ୍ରହ୍ମପୁରରୁ ଗଣ୍ଡଳା ଅଭିମୁଖେ ଓଡ଼ି 07AE6507 ଇୟୁ ନି କର୍ଣ୍ଣ ଗାଡ଼ିରେ ବେଲ ଗାଁ କଲେଜ ର ପ୍ରିନ୍ସପାଲ ଶ୍ରୀ ଗୋପାଳକୃଷ୍ଣ ଜେନା କୌଣସି କାମରେ ଗଲା ସମୟରେ ଠିକ ବିପରୀତ ପଟୁ ନନ୍ଦିକ ଗ୍ରାମର ପ୍ରମୋଦ କୁମାର ବେହେରା 0 ଓଡ଼ି 07z7851 ବାଇକ ରେ ବ୍ରହ୍ମପୁର ଅଭିମୁଖେ ଏକ ଇଣ୍ଟେର୍ବୃ ପାଇଁ ଯିବା ସମୟରେ ଗଣ୍ଡଳା ସ୍ଥିତ ଝାଡଖଣ୍ଡି ନାଳ pwd ରୋଡ ରେ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଛି।ଦୁର୍ଘଟଣା ରେ ଚାରିଜଣ ଆହତ।ସ୍ତାନୀୟ ଲୋକଙ୍କ ଦ୍ଵାରା ଉଦ୍ଧାର ହୋଇ108ଯୋଗେ ବ୍ରହ୍ମପୁର ମେଡିକାଲ କୁ ପଠାଇଛନ୍ତି।