ସ୍କୁଟିକୁ ଧକ୍କା ଦେଲା ଟ୍ରକ, ଜଣେ ଗୁରୁତର

0

କଟକ/ଜଗନ୍ନାଥ ମହାନ୍ତି : ଜାତୀୟ ରାଜପଥ ୧୬ର କଟକ ଶିଖରପୁର ଛକଠାରେ ଏକ ସ୍କୁଟିକୁ ଟ୍ରକ ଧକ୍କା ଦେଇଥିଲା । ଏହି ଧକ୍କାରେ ସ୍କୁଟି ଚାଳକ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଏହି ଦୁର୍ଘଟଣାରେ ୧୦ବର୍ଷ ବାଳକ ବର୍ତ୍ତି ଯାଇଛନ୍ତି ।