କର୍ଣ୍ଣାଟକ : ଅଭିନେତା ଦର୍ଶନ ଥୁଗୁଦୀପାଙ୍କୁ ଆସ୍ୱସ୍ତି । ଦର୍ଶନଙ୍କୁ କର୍ଣ୍ଣାଟକ ହାଇକୋର୍ଟ ୬ ସପ୍ତାହ ପର୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ନିଜର ଫ୍ୟାନ ରେଣୁକାସ୍ୱାମୀଙ୍କୁ ହତ୍ୟା କରିବା ଅଭିଯୋଗରେ ଜେଲରେ ବନ୍ଦ ଥିଲେ ଥୁଗୁଦୀପ । ତେବେ ନିଜର ଚିକିତ୍ସା ପାଇଁ ସେ ୬ ସପ୍ତାହର ଜାମିନ ପାଇଛନ୍ତି ।