ନାମାଙ୍କନ ଦାଖଲ କରିବେ ଡକ୍ଟର ଅଚ୍ୟୁତ ସାମନ୍ତ

0

(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ଆଜି ପ୍ରଥମ ପର୍ଯ୍ୟାୟ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ । ଶେଷ ଦିନରେ କନ୍ଧମାଳ ଲୋକସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ଡକ୍ଟର ଅଚ୍ୟୁତ ସାମନ୍ତ । ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଡକ୍ଟର ସାମନ୍ତ ତାଙ୍କର ପ୍ରାର୍ଥିପତ୍ର ଦାଖଲ କରିବେ । ବିଜେଡି ପ୍ରାର୍ଥୀ ଭାବେ ଡକ୍ଟର ସାମନ୍ତ ନିରାଡମ୍ବର ଭାବେ ତାଙ୍କ ନାମାଙ୍କନ ଦାଖଲ କରିବେ ।