ଆଡଲ୍ଟ ସିନେମା ହିରୋଇନ୍‌ ଭିକ୍ଟୋରିଆ ପ୍ୟାରିସ୍‌ଙ୍କ ମୃତ୍ୟୁ

0

ଓ୍ବାସିଂଟନ୍‌ ୧୬/୦୮: ପୁରସ୍କାର ବିଜେତା ଅସଡ଼ ଫିଲ୍ମ ଅଭିନେତ୍ରୀ ଭିକ୍ଟୋରିଆ ପ୍ୟାରିସ୍‌ଙ୍କ ଦେହାନ୍ତ । କର୍କଟ ରୋଗରେ ଆଡଲ୍ଟ ହିରୋଇନଙ୍କ ମୃତ୍ୟୁ ହୋଇଥିବା ବେଳେ ପୂରା ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। ୧୦୦ରୁ ଅଧିକ ପର୍ଣ୍ଣ ଫିଲ୍ମରେ ଅଭିନୟ କରିଥିବା ଭିକ୍ଟୋରିଆ ୧୯୮୮ରେ ଆଡଲ୍ଟ ସିନେମା ଦୁନିଆରେ ପାଦ ଥାପିଥିଲେ । ଆମେରିକୀୟ ପର୍ଣ୍ଣଷ୍ଟାର ୧୯୯୭ରେ ଏଭିଏନ ହଲ ଫେମ୍‌ ବିଜେତା ହୋଇ ସମସ୍ତଙ୍କୁ ଚକିତ କରିଥିଲେ ।