(ରିିପୋର୍ଟସ ଟୁଡ଼େ / ଭୁବନେଶ୍ୱର): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ । ଫେବ୍ରୁଆରି ୧୨ରେ ଓଡ଼ିଶା ଆସିଥାନ୍ତେ ଅମିତ ଶାହା। ପୂର୍ବାଞ୍ଚଳ ପରିଷଦ ବୈଠକରେ ଯୋଗଦେବା ର କାର୍ଯ୍ୟକ୍ରମ ରହିଥିଲା ପୁଣି କେବେ ଓଡ଼ିଶା ଆସିବେ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।
ସରକାରୀ କାର୍ଯ୍ୟରେ ଯୋଗଦେବା ପାଇଁ ଅନୁଷ୍ଠୀତ ହେବାକୁ ଥିବା କାର୍ଯ୍ୟକ୍ରମରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ସିକିମ୍ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ପ୍ରମୁଖ ଯୋଗଦେ। ଏହି ବୈଠକରେ ଯୋଗଦେବା ପାଇଁ ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ରକ୍ୟମ ଥିଲା । ଦୁଇ ଦିନିଆ ଏହି ଗସ୍ତରେ ଶାହା ବରମୁଣ୍ଡା ପଡ଼ିଆରେ ଆୟୋଜିତ ଏକ ଦଳୀୟ କାର୍ୟ୍ୟକ୍ରମରେ ମଧ୍ୟ ଯୋଗଦେଇଥାନ୍ତେ।