ରୋଗୀଙ୍କୁ ନେଇଯାଉଥିବା ବେଳେ ରାସ୍ତା ମଝିରେ ଜଳିଲା ଆମ୍ବୁଲାନ୍ସ

0

ଦେବେନ୍ଦ୍ର ନାୟକ/ବାସୁଦେବପୁ: ରୋଗୀଙ୍କୁ ନେଇଯାଉଥିବା ବେଳେ ରାସ୍ତା ମଝିରେ ଜଳିଲା ଆମ୍ବୁଲାନ୍ସ । ବାସୁଦେବପୁର -ଜାମୁଝଡି ରାସ୍ତାରେ ରୋଗୀ ନେଇ ଯାଉଥିବା ବେଳେ ବେତଡା ନିକଟରେ ଆମ୍ବୁଲାନ୍ସ ରେ ଲାଗିଲା ନିଆଁ । ରୋଗୀ ଓ ଆମ୍ବୁଲାନ୍ସ କର୍ମଚାରୀ ଙ୍କୁ ନିରାପଦ ରେ ବାହାର କଲେ ସ୍ଥାନୀୟ ଲୋକ । ବାସୁଦେବପୁର ମେଡିକାଲ ରୁ ଭଦ୍ରକ ଜିଲ୍ଲା ମେଡିକାଲକୁ ଯାଉଥିଲା ଆମ୍ବୁଲାନ୍ସ । ନିଆଁ ଲାଗିବାର କାରଣ ଅସ୍ପଷ୍ଟ