ହିଞ୍ଜିଳି : ନଦୀରେ ପଡି ଚାଲିଗଲା ବୃଦ୍ଧଙ୍କ ଜୀବନ । ଗଞ୍ଜାମ ଜିଲ୍ଲା ଆସିକା କୋଟିନଡା ଥାନା ଅନ୍ତର୍ଗତ ଜୟପୁର ଗ୍ରାମର ୬୭ ବର୍ଷୀୟ ହରିହର ନାୟକ ଋଷିକୁଲ୍ୟା ନଦୀରେ ବୁଡି ମୃତ୍ୟୁ। ସେ ଶୌଚ ହେବା କୁ ଯାଇଥିବା ବେଳେ ପାଣିରେ ପଡି ଯାଇଥିଲେ। ଆସିକା ଅଗ୍ନିଶମ ବାହିନୀ ତାଙ୍କୁ ଉଦ୍ଧାର କରି ମେଡିକେଲ କୁ ଆଣିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି। ପୋଲିସ ର ତଦନ୍ତ ଜାରି।