ପିଏଚଡି ଅଫିସ ନିକଟ ଗଛ ରେ ଝୁଲୁଛି ଅଜଣା ମୃତଦେହ

0

ଜଟଣୀ/ ପ୍ରଶାନ୍ତ କୁମାର ସାହୁ : ଗଛ ରେ ଝୁଲୁଛି ମୃତ ଦେହ। ଜଟଣୀ ଥାନା ପିଏଚଡି ଅଫିସ ନିକଟ ଗଛ ରେ ଝୁଲୁଛି ଅଜଣା ମୃତଦେହ। ଏକାନ୍ତ ଜାଗା ରେ ଘଟିଛି ଏଭଳି ଅଘଟଣ । ତେବେ ଏହି ଘଟଣା ତିନି ରୁ ଚାରି ଦିନ ପୂର୍ବେ ର ଘଟଣା ହୋଇଥିବା କୁହାଯାଉଛି । ମୃତକ ଜଣଙ୍କର ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ଖବର ପାଇ ଜଟଣୀ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି।