ପୁଣି ମାତିଲେ ଝରକା ତଡା ଚୋର ଓଡିଶା By Reporters Today Bureau On Jun 16, 2025 0 Share ପୁଣି ମାତିଲେ ଝରକା ତଡ଼ା ଚୋର। ଚନ୍ଦ୍ରଶେଖରପୁର ନୀଳାଦ୍ରି ବିହାରରେ କଲେ ଲୁଟପାଟ୍ । ରୋଷେଇ ଘର ଝରକା ତାଡ଼ି ନେଇ ଗଲେ ସୁନା ରୂପା ଅଳଂକାର ସହ ନଗଦ ଟଙ୍କା । ରଜରେ ପୁରୀ ବୁଲିବାକୁ ଯାଇଥିଲେ ପରିବାର ଲୋକେ। ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନାରେ ମାମଲା ରୁଜୁ । ଘଟଣାରେ ତଦନ୍ତ ଆରମ୍ଭ କରିଛି ପୋଲିସ। 0 Share FacebookTwitterGoogle+ReddItWhatsAppPinterestEmail