ସର୍ଭେ ଅଫ୍ ଇଣ୍ଡିଆ ପେନସନର୍ସ ଫୋରମର ବାର୍ଷିକ ଅଧିବେଶନ

0

ସର୍ଭେ ଅଫ୍ ଇଣ୍ଡିଆ ପେନସନର୍ସ ଫୋରମର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଜାନୁଆରୀ ମାସ ୧୭ ତାରିଖ ଦିନ ସର୍ଭେ ଅଫ୍ ଇଣ୍ଡିଆ ପେନସନର୍ସ ଫୋରମର ଏକାଦଶତମ ବାର୍ଷିକ ଅଧିବେଶନ କରାଯାଇଥିଲା ।

ଶ୍ରୀଯୁକ୍ତ ଜୟନ୍ତ କୁମାର ରଥଙ୍କ ଅଧ୍ୟ

କ୍ଷତାରେ ଭୁବନେଶ୍ୱର ପଟିଆସ୍ଥିତ ହୋଟେଲ ଶୁଭମ୍ ଗ୍ରାଣ୍ଡ୍ ରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅଧିବେଶନରେ ୧୦୦ରୁ ଉଦ୍ଧ୍ୱର୍ ସଦସ୍ୟ, ପରିବାର ସହିତ ଯୋଗଦାନ କରିଥିଲେ । ଏଠାରେ ପେନସନର୍ସ ମାନଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରାଯାଇଥିଲା ।